15.1 C
Bhubaneswar
Wednesday, December 10, 2025
Homeଓଡିଶାଶିକ୍ଷକ ଚାହିଁଲେ ସୁଧୁରିବ ସ୍କୁଲ: ମନ୍ତ୍ରୀ

ଶିକ୍ଷକ ଚାହିଁଲେ ସୁଧୁରିବ ସ୍କୁଲ: ମନ୍ତ୍ରୀ

ଭୁବନେଶ୍ୱର: ଅପ୍ରୀତିକର ପରିବେଶରେ ପାଠ ପଢୁଛନ୍ତି  ସ୍କୁଲ ଛାତ୍ରଛାତ୍ରୀ । ଏନେଇ ଉଦବେଗ ପ୍ରକାଶ କଲେ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ।  ସ୍କୁଲ ପରିଦର୍ଶନ ବେଳର ଉଦାହରଣ ଦେଇ ଉଦବେଗ ପ୍ରକାଶ କରିଛନ୍ତି ।  କହିଛନ୍ତି, ଶିକ୍ଷକର ମାନସିକତାରେ ପରିବର୍ତ୍ତନ ଆସିବା ଦରକାର ।  ଶିକ୍ଷା ବ୍ୟବସ୍ଥାରେ ପରିବର୍ତ୍ତନ ଆଣିବାକୁ ଆହ୍ୱାନ କଲେ  ମନ୍ତ୍ରୀ ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking