23.1 C
Bhubaneswar
Sunday, May 4, 2025
Homeଓଡିଶାହୁଇସିଲ ମାରିଲେ ବିଜେଡି ଭାଙ୍ଗିବ:  ଜୟନାରାୟଣ

ହୁଇସିଲ ମାରିଲେ ବିଜେଡି ଭାଙ୍ଗିବ:  ଜୟନାରାୟଣ

ଭୁବନେଶ୍ୱର: ବିଜେଡି  ବିବାଦ ପ୍ରସଙ୍ଗରେ  ଜୟନାରାୟଣ ମିଶ୍ର ପ୍ରତିକ୍ରିୟା  ରଖିଛନ୍ତି । କହିଛନ୍ତି , ହୁଇସିଲ ମାରିଲେ ବିଜେଡି ଭାଙ୍ଗିବ । ଏହା ଟ୍ରେଲର ଚାଲିଛି , ଆଗକୁ ଫୁଲ ଡ୍ରାମା ଦେଖିବେ । ସେହିଭଳି ମୁର୍ଶିଦାବାଦରେ ହିଂସାର ଲିଙ୍କ ଝାରସୁଗୁଡାରେ ବାହାରିଯିବା ପରେ ସମ୍ବଲପୁରରେ ରୋହିଙ୍ଗା ଓ ବାଂଲାଦେଶୀ ଅଛନ୍ତି , ଚିହ୍ନଟ ଆରମ୍ଭ କରିବା ସହ କାଯ୍ୟାନୁଷ୍ଠାନ ନେବାର ସମୟ ଆସିଛି ବୋଲି କହିଛନ୍ତି ଜୟନାରାୟଣ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking