31.1 C
Bhubaneswar
Friday, February 6, 2026
Homeଓଡିଶାଅନ୍ୟ କେହି ହୋଇଥିଲେ ନିର୍ବାସିତ ହୋଇଥାନ୍ତେ: ବୈଜୟନ୍ତ

ଅନ୍ୟ କେହି ହୋଇଥିଲେ ନିର୍ବାସିତ ହୋଇଥାନ୍ତେ: ବୈଜୟନ୍ତ

ଭୁବନେଶ୍ୱର: ରାହୁଲଙ୍କୁ ସୁପ୍ରିମକୋର୍ଟଙ୍କ ଭର୍ତ୍ସନା ନେଇ ଏକ୍ସରେ ବୈଜୟନ୍ତ ପଣ୍ଡାଙ୍କ ନିଶାନା । ଯଦି ଆପଣ ଜଣେ ପ୍ରକୃତ ଭାରତୀୟ ହୋଇଥାନ୍ତ କହି ନିଶାନା କଲେ । ସୁପ୍ରିମକୋର୍ଟଙ୍କ ମନ୍ତବ୍ୟ କୋଟି କୋଟି ଭାରତୀୟ ଦୀର୍ଘ ସମୟ ଧରି କ’ଣ ଅନୁଭବ କରିଆସୁଛନ୍ତି ତାହା ସ୍ପଷ୍ଟ କରୁଛି । ବର୍ତ୍ତମାନର ବିରୋଧୀଦଳ ନେତାଙ୍କ ବ୍ୟତୀତ ଅନ୍ୟ କେହି ହୋଇଥିଲେ ଲଜ୍ଜାରୁ ନିର୍ବାସିତ ହୋଇସାରିଥାନ୍ତେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking