36.1 C
Bhubaneswar
Wednesday, March 4, 2026
Homeଓଡିଶାବର୍ଷାରେ ଯଦି ଫସଲ କ୍ଷତି ହୋଇଛି ; ଚାଷୀଙ୍କୁ ମିଳିବ କ୍ଷତିପୂରଣ

ବର୍ଷାରେ ଯଦି ଫସଲ କ୍ଷତି ହୋଇଛି ; ଚାଷୀଙ୍କୁ ମିଳିବ କ୍ଷତିପୂରଣ

ଭୁବନେଶ୍ୱର:ବର୍ଷା କ୍ଷତିଗ୍ରସ୍ତ ଚାଷୀଙ୍କୁ କ୍ଷତିପୂରଣ ମିଳିବ। ଆର୍‌ଆଇଙ୍କ ରିପୋର୍ଟ ପରେ କ୍ଷତିପୂରଣ ମିଳିବ ବୋଲି ବୁଧବାର ଗୃହରେ କୃଷିମନ୍ତ୍ରୀ କନକବର୍ଦ୍ଧନ ସିଂଦେଓ ସୂଚନା ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି, ବର୍ଷାରେ ଯଦି ଫସଲ କ୍ଷତି ହୋଇଛି, ତା’ହେଲେ ତାହାର କ୍ଷତିପୂରଣ କୃଷକଙ୍କୁ ମିଳିବ।

ମନ୍ତ୍ରୀ ସୂଚନା ଦେଇ ଆହୁରି କହିଛନ୍ତି, ରାଜ୍ୟରେ ନୂଆ ୫୮ ଶୀତଳ ଭଣ୍ଡାର ହେବ। ଏଥିସହ କୃଷିମନ୍ତ୍ରୀ ପୂର୍ବ ସରକାର ବିରୋଧରେ ସାଂଘାତିକ ଅଭିଯୋଗ ଆଣିଛନ୍ତି। ପୂର୍ବ ସରକାର ଚିଟଫଣ୍ଡ କମ୍ପାନୀକୁ ଶୀତଳ ଭଣ୍ଡାର ଦାୟିତ୍ୱ ଦେଇଥିଲେ। ଯେଉଁଥି ପାଇଁ ଶୀତଳ ଭଣ୍ଡାର ବୁଡ଼ିଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking