ଛତିଶଗଡ: ଛତିଶଗଡ ନାରାୟଣପୁରରେ ଆଇଇଡି ବିସ୍ଫୋରଣ । ବିସ୍ପୋରଣରେ ଜଣେ ଡିଆରଜି ଯବାନ ଆହତ । ଛୋଟେ ଡୋଙ୍ଗର ଥାନା ତୋୟମେଟା ଜଙ୍ଗଲରେ ବିସ୍ଫୋରଣ ହୋଇଥିଲା ।