25.6 C
Bhubaneswar
Sunday, April 12, 2026
Homeଓଡିଶାଆଇଏଏସ ବିଷ୍ଣୁପଦଙ୍କ ସୁରକ୍ଷା ବଳବତ୍ତର

ଆଇଏଏସ ବିଷ୍ଣୁପଦଙ୍କ ସୁରକ୍ଷା ବଳବତ୍ତର

ଭୁବନେଶ୍ୱର: ଆଇଏଏସ ବିଷ୍ଣୁପଦ ସେଠୀଙ୍କ ଘରେ ସିବିଆଇ ଚଢାଉ ମାମଲାରେ ହାଇକୋର୍ଟରେ ଆବେଦନର ଶୁଣାଣି ଶେଷ ହୋଇଛି ।  ରାୟ ସଂରକ୍ଷିତ ରହିଛି । ବିଷ୍ଣୁପଦ ସେଠୀଙ୍କୁ ମିଳିଥିବା ଅନ୍ତରୀଣ ସୁରକ୍ଷା ବଳବତ୍ତ ରହିଛି  ା  କୌଣସି କଠୋର କାଯ୍ୟାନୁଷ୍ଠାନ ନ ନେବାକୁ ଅନ୍ତରୀଣ ନିର୍ଦ୍ଦେଶ  ଦେଇଛନ୍ତି । ସିବିଆଇ ଚଢାଉକୁ ବିରୋଧ କରି ହାଇକୋର୍ଟଙ୍କ ପାଖକୁ ଯାଇଥିଲେ ବିଷ୍ଣୁପଦ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking