19.1 C
Bhubaneswar
Sunday, December 21, 2025
Homeଓଡିଶାଛୁଟି ପାଇଁ ଅନୁମତି ମାଗିବେ ଆଇଏଏସ

ଛୁଟି ପାଇଁ ଅନୁମତି ମାଗିବେ ଆଇଏଏସ

ଭୁବନେଶ୍ୱର : ଏଣିକି ଆଇଏଏସ ଅଫିସରଙ୍କୁ ଛୁଟି ପାଇଁ ନେବାକୁ ପଡିବ ଅନୁମତି । ସିଏଲ. ଇଏଲ, ସିସିଏଲ ପାଇଁ ଆଗୁଆ ମାଗିବେ ଅନୁମତି । ଛୁଟି ପାଇଁ ମୁଖ୍ୟ ଶାସନ ସଚିବଙ୍କ ଅନୁମତି ଆବଶ୍ୟକ । ଏନେଇ ଗୃହ ଓ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking