ଭୁବନେଶ୍ୱର : ବିଜେଡିରେ ଅଣଦେଖା ହେଉଥିଲି କହିଲେ ମମତା ମହାନ୍ତ । ବିଜେପିରେ ଯୋଗଦେବା ପରେ ଗଣମାଧ୍ୟମକୁ ଦେଲେ ଏଭଳି ପ୍ରତିକ୍ରିୟା । କହିଲେ ଲୋକମାନେ ମୋର ସଂପତ୍ତି, ଲୋକଙ୍କ ସେବା ହିଁ ଏକମାତ୍ର ଲକ୍ଷ୍ୟ । ବିଜେଡିରେ ଅଣଦେଖା କରାଗଲା, ସେବା ସୁଯୋଗ ପାଇଲିନି । ବିଜେଡିରେ ମୋର ଆଉ ଆବଶ୍ୟକତା ଲୋଡା ପଡିନି ଅନୁଭବ କଲି । ଲୋକଙ୍କ ସେବା, କୁଡୁମୀ ସମାଜର ଉନ୍ନତି ପାଇଁ ବିଜେପିରେ ମିଶିଲି କହିଲେ ମମତା ।