27.1 C
Bhubaneswar
Monday, May 5, 2025
Homeଓଡିଶାମୁଁ ୱକଫ ସପକ୍ଷରେ ଭୋଟ ଦେଇଛି: ସୁଲତା

ମୁଁ ୱକଫ ସପକ୍ଷରେ ଭୋଟ ଦେଇଛି: ସୁଲତା

ଭୁବନେଶ୍ୱର: ୱକଫ ଭୋଟିଂକୁ ନେଇ ପ୍ରତିକ୍ରିୟା ରଖିଲେ ସାଂସଦ ସୁଲତା ଦେଓ । କହିଲେ ମୁଁ ୱକଫ ସଂଶୋଧନ ସପକ୍ଷରେ ଭୋଟ ଦେଇଛି ।  ମୋର ନେତା ବିବେକ ଅନୁମୋଦିତ ଭୋଟ ଦେବାକୁ କହିଥିଲେ । ଆମେ ୪ ଜଣ ବୋଧ ହୁଏ ସପକ୍ଷରେ ଭୋଟ ଦେଇଛୁ । ଜଣେ ଅନୁପସ୍ଥିତ ଥିଲେ, ୨ ଜଣ ବୋଧ ହୁଏ ବିପକ୍ଷରେ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking