24.1 C
Bhubaneswar
Tuesday, March 17, 2026
Homeଓଡିଶାମୁଁ ଦିଲ୍ଲୀପ ରାୟଙ୍କୁ ଭୋଟ ଦେଇଛି: ଦେବୀ

ମୁଁ ଦିଲ୍ଲୀପ ରାୟଙ୍କୁ ଭୋଟ ଦେଇଛି: ଦେବୀ

ଭୁବନେଶ୍ୱର: ବିଜେଡି ଉପରେ ଅସନ୍ତୋଷ ଝାଡିଲେ ଦେବୀ ତ୍ରିପାଠୀ । ବିଜେଡି ବିଧାୟକ ଦେବୀ ତ୍ରିପାଠୀ ମଧ୍ୟ କ୍ରସ ଭୋଟିଂ କରିଛନ୍ତି । ଏକଥା ନିଜେ ସ୍ୱୀକାର କରିଛନ୍ତି ଦେବୀ । ମୋତେ ଦତ୍ତେଶ୍ୱର ହୋତାଙ୍କୁ ସମର୍ଥନ ପାଇଁ କୁହାଯାଇଥିଲା । ମୁଁ ଦିଲ୍ଲୀପ ରାୟଙ୍କୁ ଭୋଟ ଦେଇଛି କହିଲେ ଦେବୀ । ଅସାଧୁ ମେଣ୍ଟ ପ୍ରାର୍ଥୀଙ୍କୁ କାହିଁକି ଭୋଟ ଦେବାକୁ କୁହାଗଲା । ଅସାଧୁ ମେଣ୍ଟ ବିରୋଧରେ ମତଦାନ କରିଛି । ଧିରେ ଧିରେ ବିଜେଡି ବିଧାୟକ ଅସନ୍ତୋଷ ଝାଡି କ୍ରସ ଭୋଟିଂ କରିଥିବା ଜଣାପଡିଛି । ସୂଚନା ଥାଉକି  କଂଗ୍ରେସର ଦାଶରଥି ଗମାଙ୍ଗ, ସୋଫିଆ ଫିର୍ଦ୍ଦୋସ ଓ ରମେଶ ଜେନା କ୍ରସ୍ ଭୋଟିଂ କରିଥିବା ସୂଚନା ରହିଥିବା ବେଳେ ବିଜେଡିରୁ ସୌଭିକ ବିଶ୍ୱାଳ ଓ ଚକ୍ରଧର କହଁର , ଅରବିନ୍ଦ ମହାପାତ୍ର , ସନା ମହାକୁଡ଼, ସୁଭାଷିନୀ ଜେନା କ୍ରସ୍ ଭୋଟିଂ କରିଥିବା ଚର୍ଚ୍ଚା ହେଉଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking