17.1 C
Bhubaneswar
Sunday, December 7, 2025
Homeଓଡିଶାପ୍ରେମ ପାଇଁ ଆମେରିକାରେ ମିଛ କହିଥିଲି:  ପୂଜା

ପ୍ରେମ ପାଇଁ ଆମେରିକାରେ ମିଛ କହିଥିଲି:  ପୂଜା

ଭୁବନେଶ୍ୱର: ପୂଜା ଓରଫ  ସେଜଲଙ୍କ ଆମେରିକା  ନିର୍ଯାତନା କାହାଣୀରେ ନୂଆ ଟ୍ୱିଷ୍ଟ ।  ପ୍ର୍ରେମିକ ଅମର ପାଇଁ ଆମେରିକାରୁ ଫେରିବା ପରେ ସତ କହିଲେ । ପ୍ରେମ ପାଇଁ ଆମେରିକାରେ ମିଛ ନିର୍ଯାତନାର କାହାଣୀ କହିଥିଲି । ଭୁବନେଶ୍ୱର ବିମାନବନ୍ଦରରେ କହିଲେ ଫେରିବାର ପ୍ରକୃତ ରହସ୍ୟ । ନିର୍ଯାତନାର କାହାଣୀ ମିଛ । ମୋ ପାଳିତ ମା ବହୁତ ଭଲ । ୨୦୨୪ରେ ସୋସିଆଲ ମିଡିଆରୁ ଅମର ସହ ହୋଇଥିଲା ପ୍ରେମ । ପ୍ରେମ ପାଇଁ ଓଡିଶା ଆସିବାକୁ ଚାହୁଁଥିଲି ।  ଅମରଙ୍କ ସହାୟତାରେ ନିଜ ମାଙ୍କ ନାଁରେ ମିଛ ଭିଡିଓ ଜାରି କରିଥିଲେ । ଅମର ବାଲେଶ୍ୱର ଅଞ୍ଚଳର । ବାହା ହେବାକୁ ଏଭଳି କରିଛନ୍ତି ।  ମୁଁ ଅମରକୁ ବାହା ହୋଇ ଓଡିଶାରେ ରହିବି । ସୂଚନାଥାଉକି, ପୂର୍ବରୁ ଆମେରିକାରେ ଥିବା ବେଳେ ପୂଜା ଏକ ଦୁଃଖର ଭିଡିଓ ତିଆରି କରି ତାଙ୍କ ପାଳିତ ମା ତାଙ୍କୁ ନିର୍ଯାତନା ଦେଉଛନ୍ତି , ମୋତେ ଏଠାରୁ ଶୀଘ୍ର ଓଡିଶାକୁ ନେଇଯାଅ  ଏଭଳି କିଛି କହି ଭିଡିଓରେ କାନ୍ଦି କାନ୍ଦି ନିଜ ଦୁଃଖ ବଖାଣିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking