19.1 C
Bhubaneswar
Sunday, February 15, 2026
Homeଓଡିଶାକର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଥିଲି: ଅଶୋକ

କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଥିଲି: ଅଶୋକ

ଭୁବନେଶ୍ୱର: ଅମରେଶ ଡେନା ବିଜେଡିରୁ ନିଲମ୍ବିତ ହେବା ନେଇ ଭୁବନେଶ୍ୱର ଜିଲ୍ଲା ସଭାପତିଙ୍କ ପ୍ରତିକ୍ରିୟା । ପ୍ରତିକ୍ରିୟା ରଖି ଭୁବନେଶ୍ୱର ଜିଲ୍ଲା ସଭାପତି ଅଶୋକ ଚନ୍ଦ୍ର ପଣ୍ଡା । କହିଲେ ଘଟଣାକୁ ନେଇ ଜିଲ୍ଲା ସଭାପତି ଭାବେ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଥିଲି । ତେଣୁ ଗିରଫ ହେବା ମାତ୍ରେ ଦଳ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଇଛି । ମହିଳାଙ୍କ ସୁରକ୍ଷାକୁ ବିଜେଡି ସର୍ବଦା ଗୁରୁତ୍ୱ ଦେଇ ଆସିଛି। ଅମରେଶ ଜେନାଙ୍କ ନିଲମ୍ବନ ଦଳ ଉପରେ କୌଣସି ପ୍ରଭାବ ପକାଇବ ନାହିଁ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking