ଭୁବନେଶ୍ୱର: ସବୁ ଦଳ ପାଇଁ ଯୁବ ପିଢିର ଆବଶ୍ୟକତା ରହିଛି କହିଲେ ପ୍ରଫୁଲ୍ଲ ଘଡେଇ । ସେ ଆହୁରି କହିଛନ୍ତି ଯେ ପ୍ରତିଭାବାନ, ଉଚ୍ଚ ଶିକ୍ଷିତ ଯୁବକଯୁବତୀ ଆସିଲେ ଦଳ ମଜଭୁତ ହୁଏ । ସେ ପ୍ରକ୍ରିୟା ଆରମ୍ଭ ହୋଇଛି, କିଛି ଦିନ ପରେ ସ୍ପଷ୍ଟ ଚିତ୍ର ଆସିବ । ଏନେଇ ନବୀନ ବାବୁଙ୍କ ସହ କରିବେ କି ପ୍ରଶ୍ନରେ ରଖିଲେ ପ୍ରତିକ୍ରିୟା । ମୁଁ କର୍ମକର୍ତ୍ତା ନାହିଁ କି ବିଜେଡିର ଗଣ୍ଡି ଭିତରେ ନାହିଁ । ରାଜନୀତିରେ ମଧ୍ୟ ସକ୍ରିୟ ନାହିଁ କହିଲେ ପଫୁଲ୍ଲ ଘଡେଇ ।










