19.1 C
Bhubaneswar
Monday, December 15, 2025
Homeଓଡିଶାସ୍ତ୍ରୀର ଜୀବନ ନେଲା ସ୍ୱାମୀ

ସ୍ତ୍ରୀର ଜୀବନ ନେଲା ସ୍ୱାମୀ

ଗଞ୍ଜାମ: ସ୍ତ୍ରୀକୁ ପିଟି ହତ୍ୟା କଲା ସ୍ୱାମୀ । ଏଭଳି ଚାଞ୍ଚଲ୍ୟକର ଘଟଣା ଝରିଗାଁ ଦେପଗୁଡା ଗାଁରେ ଘଟିଛି । ପାରିବାରିକ କଳହରୁ ସ୍ୱାମୀ ସ୍ତ୍ରୀକୁ ହତ୍ୟା କରିଥିବା ଅଭିଯୋଗ ହୋଇଛି । ପରିବାର ଲୋକେ ଝରିଗାଁ ଥାନାରେ ଏତଲା ଦେଇଛନ୍ତି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତ ସ୍ୱାମୀକୁ ଅଟକ ରଖିଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking