27.1 C
Bhubaneswar
Friday, June 13, 2025
Homeଓଡିଶାରାସ୍ତା ମଝିରେ ସ୍ତ୍ରୀକୁ ଛୁରାମାଡ କଲା ସ୍ୱାମୀ

ରାସ୍ତା ମଝିରେ ସ୍ତ୍ରୀକୁ ଛୁରାମାଡ କଲା ସ୍ୱାମୀ

ବାରିପଦା: ବିଚ ବଜାରରେ ସ୍ତ୍ରୀକୁ ଛୁରି ଭୁସିଲା ସୈତାନ ସ୍ୱାମୀ । ବାରିପଦା ସହରର ମୁଖ୍ୟ ମାର୍କେଟରେ  ଏମକେସି ହାଇସ୍କୁଲ ନିକଟରେ ଘଟିଛି ଘଟଣା ।  ଗିରୁତର ପତ୍ନୀ ଜଣଙ୍କ ହେଉଛନ୍ତି କବିତା ଦିଗାର । ସ୍ତ୍ରୀ କବିତାଙ୍କୁ ଗୁରୁତର ଅବସ୍ଥାରେ   ବାରିପଦା ପିଆରଏମ ହସ୍ପିଟାଲରେ  ଭର୍ତ୍ତି କରାଯାଇଛି । ଅଭିଯୁକ୍ତ ସ୍ୱାମୀ ରବିନ୍ଦ୍ର ଦିଗାରଙ୍କୁ  ବାରିପଦା ଟାଉନ ଥାନା ପୋଲିସ ଥାନାରେ ଅଟକ ରଖି ପଚରାଉଚରା କରୁଛି । ପାରିବାରିକ କଳହକୁ କେନ୍ଦ୍ର କରି ସ୍ୱାମୀ  ରବିନ୍ଦ୍ର ସ୍ତ୍ରୀ କବିତାଙ୍କୁ  ଛୁରାମାଡ କରିଥିବା କୁହାଯାଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking