26.1 C
Bhubaneswar
Wednesday, December 17, 2025
Homeଓଡିଶାସ୍ତ୍ରୀକୁ  ବିଷ ଦେଇ ମାରିଲା ସ୍ୱାମୀ

ସ୍ତ୍ରୀକୁ  ବିଷ ଦେଇ ମାରିଲା ସ୍ୱାମୀ

ଢେଙ୍କାନାଳ :  ସ୍ତ୍ରୀକୁ ବିଷ ଦେଇ ହତ୍ୟା କଲା ସ୍ୱାମୀ । ସ୍ୱାମୀଙ୍କର ପରକୀୟା ପ୍ରୀତିକୁ ନେଇ ସ୍ତ୍ରୀକୁ ବିଷ ଦେଇଥିବା ସୂଚନା ରହିଛି । ସ୍ତ୍ରୀର ହତ୍ୟା ପରେ ଅଭିଯୁକ୍ତ ସ୍ୱାମୀ ଫେରାର ହୋଇଯାଇଛନ୍ତି । ଏଭଳି ଅଭାବନୀୟ ଘଟଣା ଢେଙ୍କାନାଳ ଜିଲ୍ଲା ଭପୁର ଫାଣ୍ଡି ବାଲିଆମ୍ବ ଗାଁରେ ଘଟିଛି ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking