27.1 C
Bhubaneswar
Thursday, March 26, 2026
Homeଓଡିଶାସାପ କାମୁଡାରେ ସ୍ୱାମୀ – ସ୍ତ୍ରୀ ମୃତ

ସାପ କାମୁଡାରେ ସ୍ୱାମୀ – ସ୍ତ୍ରୀ ମୃତ

କେନ୍ଦୁଝର: ବିଷାକ୍ତ ସାପ କାମୁଡାରେ  ସ୍ୱାମୀ- ସ୍ତ୍ରୀଙ୍କର ମୃତ୍ୟୁ ହୋଇଛି । ସୀମାନ୍ତ ଝାଡଖଣ୍ଡର  ବାୟାହାତୁ ଗାଁରେ ସର୍ପାଘାତ ହୋଇଛି । ଶୋଇଥିବା ବେଳେ ଦମ୍ପତିଙ୍କୁ  କାମୁଡିଲା  ବିଷାକ୍ତ ସାପ । ଚମ୍ପୁଆ ଡାକ୍ତରଖାନାରେ  ଦମ୍ପତିଙ୍କୁ ମୃତ ଘୋଷଣା  କରାଯାଇଛି । ଏନେଇ ଗାଁରେ ସୋକାକୁଳ ପରିବେଶ ସୃଷ୍ଟି ହୋଇଛି ।  ସାପ ଭୟକୁ ନେଇ  ଗ୍ରାମବାସୀଙ୍କ ମନରେ ଅସନ୍ତୋଷ ଦେଖାଦେଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking