ବରଗଡ : ଅମଲିପାଳି ଗାଁରେ ଝାଡାବାନ୍ତି ଆତଙ୍କ । ସ୍ୱାମୀ-ସ୍ତ୍ରୀ ମୃତ, ୨୦ରୁ ଅଧିକ ଗୁରୁତର । ହସ୍ପିଟାଲରେ ଚାଲିଛି ଗୁରୁତରଙ୍କ ଚିକିତ୍ସା । ଗାଁରେ ଲାଗି ରହିଛି ଭୟର ବାତାବରଣ ।