24.1 C
Bhubaneswar
Thursday, January 15, 2026
Homeଅପରାଧବାଘ ଛାଲ ସହ ଶିକାରୀ ଗିରଫ

ବାଘ ଛାଲ ସହ ଶିକାରୀ ଗିରଫ

ବୌଦ୍ଧ: ଏସଟିଏଫ ହାତରେ ବାଘ ଛାଲ ଶିକାରୀ l କଲରାପତରିଆ ବାଘ ଛାଲ ସହ ଶିକାରୀ ଗିରଫ l ବାଘ ଛାଲ ଡ଼ିଲ ସମୟରେ ଧରିଲା ଏସଟିଏଫ l ମେହେରୁଣୀ ସେତୁ ନିକଟରେ ଚାଲିଥିଲା ଡ଼ିଲ l ଅଭିଯୁକ୍ତ ପରିବନ୍ଧ ଗାଁ ର ନାରାୟଣ ମାଝୀ ସୂଚନା l ତେବେ ଏହି ଘଟଣାରେ ଆଉ କିଏ କିଏ ସମ୍ପୃକ୍ତ ଅଛନ୍ତି ଜଣା ପଡିନଥିବା ବେଳେ , ପୋଲିସ ଅଧିକ ତଦନ୍ତ କରୁଥିବା ନେଇ ସୂଚନା ରହିଛି l

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking