25.1 C
Bhubaneswar
Tuesday, January 13, 2026
Homeଓଡିଶାହ୍ୟୁମାନ ମୃତ୍ୟୁ: ଅର୍ପିତାଙ୍କୁ ଅନ୍ତରୀଣ ସୁରକ୍ଷା

ହ୍ୟୁମାନ ମୃତ୍ୟୁ: ଅର୍ପିତାଙ୍କୁ ଅନ୍ତରୀଣ ସୁରକ୍ଷା

କଟକ: ହ୍ୟୁମାନ ସାଗର ମୃତ୍ୟୁ ମାମଲାରେ ଅର୍ପିତାଙ୍କୁ ଅନ୍ତରୀଣ ସୁରକ୍ଷା । ଗାୟିକା ଅର୍ପିତା ଚୌଧୁରୀ ଓ ସୋମେଶ ଶତପଥୀଙ୍କୁ ଅନ୍ତରୀଣ ସୁରକ୍ଷା ଦେଲେ ହାଇକୋର୍ଟ । ଅର୍ପିତା ଓ ସୋମେଶଙ୍କ ଆଗୁଆ ଜାମିନ୍ ଆବେଦନ ଶୁଣାଣିରେ ହାଇକୋର୍ଟ ନିର୍ଦ୍ଦେଶ ଦୋଇଛନ୍ତି । ଏହା ସହ ହ୍ୟୁମାନଙ୍କ ମା’ ସେଫାଳି ସୁନାଙ୍କୁ ନୋଟିସ ହୋଇଛି । ଏହା ସହ ହ୍ୟୁମାନ ସାଗରଙ୍କ ମାଆ ଶେଫାଳୀ ସୁନାଙ୍କୁ ନୋଟିସ୍ କରିଛନ୍ତି । କେସ୍ ଡାଏରୀ ଦାଖଲ ପାଇଁ ମର୍କତନଗର ଥାନା ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି । ଆସନ୍ତା ୧୬ ତାରିଖରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking