19.1 C
Bhubaneswar
Wednesday, February 11, 2026
Homeଓଡିଶାହ୍ୟୁମାନ ମୃତ୍ୟୁ: ଅର୍ପିତା ସୋମେଶଙ୍କୁ ଜେରା

ହ୍ୟୁମାନ ମୃତ୍ୟୁ: ଅର୍ପିତା ସୋମେଶଙ୍କୁ ଜେରା

ଭୁବନେଶ୍ୱର: ହ୍ୟୁମାନ ସାଗର ମୃତ୍ୟୁ ଘଟଣାରେ ପୋଲିସ ବଡ଼ ସୂଚନା। ଏକାଧିକ ବ୍ୟକ୍ତିଙ୍କୁ ପଚରାଉଚରା କରାଯାଇଛି କହିଲେ ଏସିପି ଜୋନ୍‌-୩। ସେ ଆହୁରି କହିଛନ୍ତି ଯେ ଅର୍ପିତା ଚୌଧୁରୀ ଓ ସୋମେଶ ଶତପଥୀଙ୍କୁ ପଚରାଉଚରା ହୋଇଛି। ଉଭୟଙ୍କ ବ୍ୟାଙ୍କ ପାସବୁକ ଯାଞ୍ଚ ସହ ଇନ୍‌କମ ଟ୍ୟାକ୍ସରୁ ତଥ୍ୟ ସଂଗ୍ରହ ହୋଇଛି। ହ୍ୟୁମାନଙ୍କ ମ୍ୟାନେଜର ଦିନେଶ ବେହେରାଙ୍କୁ ପଚରାଉଚରା ହୋଇଛି। ଆର୍ଥିକ କାରବାର, ପ୍ରୋଗ୍ରାମ ବାବଦକୁ କେତେ ଟଙ୍କା ନେଉଥିଲେ ପଚାରିଛୁ। ଆବଶ୍ୟକୀୟ କାଗଜପତ୍ର ଦାଖଲ କରିବା ପାଇଁ ପୋଲିସ କହିଛି। ହ୍ୟୁମାନଙ୍କ ସମସ୍ତ ବ୍ୟାଙ୍କ ସମ୍ପର୍କିତ ତଥ୍ୟ ମାଗିଛି ପୋଲିସ। ହ୍ୟୁମାନଙ୍କ ଚିକିତ୍ସା ସମ୍ପର୍କିତ କାଗଜପତ୍ର ସଂଗୃହିତ ହୋଇଛି। ଯାହା ନାଁରେ ଅଭିଯୋଗ ଅଛି ସମସ୍ତଙ୍କୁ ପର୍ଯ୍ୟାୟକ୍ରମେ ପଚରାଉଚରା ହେବ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking