ରାଉରକେଲା: ରାଉରକେଲାରେ ଜବତ ହେଲା ନକଲି ମୋବିଲ । ବିଶ୍ରା ଥାନା ଏକ ଘରୁ ଜବତ କଲା ମୋବିଲ । ଚଢାଉ କରି ନକଲି ମୋବିଲ ଜବତ କଲା ପୋଲିସ । ୪ ହଜାର ଲିଟର ନକଲି ମୋବିଲ ଜବତ । ୫ ହଜାର ଖାଲି ବୋତଲ ଜବତ କଲା ପୋଲିସ । ବିଭିନ୍ନ ନାମୀ କମ୍ପାନୀ ନାଁରେ ମୋବିଲ ବିକ୍ରି କରୁଥିଲେ ।