23.1 C
Bhubaneswar
Sunday, February 8, 2026
Homeଓଡିଶାବିପୁଳ କଫ ସିରଫ ଜବତ: ୧୨ ଗିରଫ

ବିପୁଳ କଫ ସିରଫ ଜବତ: ୧୨ ଗିରଫ

ସୋନପୁର: ସୋନପୁର ଜିଲ୍ଲାରେ ନିଶା କାରବାର ଉପରେ ରୋକ ଲଗାଇବାକୁ ପୋଲିସର କଡା ପଦକ୍ଷେପ । ବିଭିନ୍ନ ସ୍ଥାନରେ ଚଢାଉ କରି କଫ ସିରଫ ଜବତ କରୁଛି ପୋଲିସ୍। ବରଗଡ ଜିଲ୍ଲା ଅଂଚଳରୁ ସୋନପୁର ଦେଇ ଚାଲାଣ ହେଉଥିବାବେଳେ ୯ ହଜାର ବୋତଲ କଫସିରପ ଜବତ କରିବାରେ ସଫଳ ହୋଇଛି ଜିଲ୍ଲା ପୋଲିସ। ଯାହାର ମୂଲ୍ୟ ୧୮ ଲକ୍ଷ ହେବ। ଏବଂ ବର୍ଷେ ମଧ୍ୟରେ ମୋଟ ୧୨ ହଜାର ବୋଟଲ କଫସିରପ ଜବତ କରିସାରିଛି । ଯାହାର ମୂଲ୍ୟ ୬୦ ଲକ୍ଷ ଟଙ୍କା ହେବ ବୋଲି କହିଛନ୍ତି ଏସପି ନାରାୟଣ ନାୟକ। ଏହି ମାମଲାରେ ୧୨ ଜଣଙ୍କକୁ ଗିରଫ କରିବାସହ ୫ ଗୋଟି ଚାରିଚକିଆ ଏବଂ ଦୁଇଗୋଟି ବାଇକ ମଧ୍ୟ ଜବତ କରାଯାଇଛି

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking