ଭୁବନେଶ୍ୱର: ୨ ମାସ ଭିତରେ ସରିବ ଆବାସ ସର୍ଭେ । ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାୟକଙ୍କ ସୂଚନା । ଏବେ ଗ୍ରାମାଞ୍ଚଳ ରେ ସର୍ଭେ ଆରମ୍ଭ ହୋଇଛି । ଗ୍ରାମସଭା ମାଧ୍ୟମରେ ଗାଁରେ ସଚେତନତା କରାଯାଉଛି । ଲୋକଙ୍କୁ ସର୍ଭେରେ ସାମିଲ କରାଯାଉଛି । କାହାକୁ ବି ବାଦ ଦିଆଯିବନି । ବଞ୍ଚିତ ଓ ଗରିବଙ୍କୁ ସାମିଲ କରାଯାଉଛି । ପୁର୍ବସରକାର ରେ ଆକ୍ରଣମୂଳକ ଭାବେ ଗରିବଙ୍କୁ ବାଦ ଦିଆଯାଉଥିଲା । ସର୍ଭେକୁ ବିଭାଗ ଅଧିକ ଗୁରୁତ୍ୱ ଦେଉଛି । ଦିଲ୍ଲୀ ଗସ୍ତରେ କେନ୍ଦ୍ରମନ୍ତ୍ରୀ ଙ୍କ ସହ ଆଲୋଚନା କରିବି ।