21.1 C
Bhubaneswar
Saturday, February 14, 2026
Homeଓଡିଶାକାର୍ତ୍ତିକ ମାସରେ ପରିବା ଦର ଆକାଶଛୁଆଁ

କାର୍ତ୍ତିକ ମାସରେ ପରିବା ଦର ଆକାଶଛୁଆଁ

ଭୁବନେଶ୍ୱର: କାର୍ତ୍ତିକ ମାସରେ ଏବେ ପରିବା ଦର ଆକାଶଛୁଆଁ । ଲୋକେ କାର୍ତ୍ତିକ ମାସରେ ଆମିଷ ଖାଉ ନଥିବା ‌ବେଳେ ପନିପରିବାକୁ ଅଧିକ ଗୁରୁତ୍ୱ ଦେଇଥାନ୍ତି । ଆଳୁ ଓ ପିଆଜକୁ ଛାଡିଦେଲେ କଞ୍ଚା ପରିବା ଦର ଅତିକମରେ ୫୦ ଟଙ୍କା ରହିଛି । ବିନ୍ସ ଦର ୧୦୦ ଉପରେ। ଦେଶୀ ପୋଟଳ ଦର ୮୦ । ବାଲେଶ୍ବର ବିମ୍ସ କିଲୋ ୧୨୦ ଛୁଇଁଛି, ଭେଣ୍ଡି ୭୦ ବିଲାତି  ୪୦, ବାଇଗଣ ୬୦, ପୋଟୋଳ ୬୦, ଜହ୍ନି ୬୦,  କଞ୍ଚା କଦଳୀ ଗୋଟାକ ୧୦ ଟଙ୍କା, କୁନ୍ଦୁରି ୪୦ ଦର ହୋଇଛି । ରାଜ୍ୟରେ ପ୍ରାୟ ସବୁ ସ୍ଥାନରେ ଦର ପ୍ରାୟ ଦର ସମାନ ରହିଛି। ଯାହାକୁ ନେଇ ସାଧାରଣ ଲୋକଙ୍କ ମଧ୍ୟରେ ଆଶଙ୍କା ଦେଖାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking