31.1 C
Bhubaneswar
Tuesday, February 24, 2026
Homeଓଡିଶାଅଗ୍ନିକାଣ୍ଡରେ ଜଳିଗଲା ଘର : କାରଣ ଅସ୍ପଷ୍ଟ

ଅଗ୍ନିକାଣ୍ଡରେ ଜଳିଗଲା ଘର : କାରଣ ଅସ୍ପଷ୍ଟ

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା  ବାଲିଆପାଳ ଥାନା ଦାନ୍ତୋଣଦା ଗାଁର କଟିମଣି ଦଳାଇଙ୍କ ଦୁଇବଖରା ଘର  ଗତକାଲି ଅପରାହ୍ନରେ  ଅଗ୍ନିକାଣ୍ଡ  ଘଟିଛି ।  ଅଗ୍ନିକାଣ୍ଡରେ  ସବୁ ଜିନିଷ ପ୍ତର ଜଳି ପୋଡି ପାଉଁଶ ହୋଇଯାଇଛି ।  ଖବର ପାଇ  ବାଲିଆପାଳ ଅଗ୍ନିଶମ ବାହିନୀ  ପହଞ୍ଚି ନିଆଁକୁ ଆୟତ୍ତ  କରିଥିଲେ ।  ଘରର ସଞ୍ଚିତ ଥିବା  ଧାନ ଚାଉଳ  ଏବଂ ଆସଭାବ  ସମ୍ପୂର୍ଣ୍ ଜଳି ପୋଡି ପାଉଁଶ ହୋଇଯାଇଛି ।  କଟିମଣି ଜଣେ ଗରିବ ମହିଳା  ହୋଇଥିବାରୁ  ତାଙ୍କୁ ତୁରନ୍ତ ସରକାରୀ  ସହାୟତା ଯୋଗାଇ  ଦେବାକୁ ଦାବି କରିଛନ୍ତି  ଗ୍ରାମବାସୀ  ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking