20.1 C
Bhubaneswar
Sunday, December 7, 2025
Homeଓଡିଶାବାଣ ନିଷ୍କ୍ରିୟ ବେଳେ ଘର କ୍ଷତିଗ୍ରସ୍ତ

ବାଣ ନିଷ୍କ୍ରିୟ ବେଳେ ଘର କ୍ଷତିଗ୍ରସ୍ତ

ଭଦ୍ରକ: ବାଣ ନିଷ୍କ୍ରିୟ ବେଳେ ଲୋକଙ୍କ ଘର କ୍ଷତିଗ୍ରସ୍ତ ହୋଇଥିବା ନେଇ ଅଭିଯୋଗ ହୋଇଛି । ପୁରୁଣା ବଜାର ଥାନା କଲେଇ ଗାଁ ଲୋକଙ୍କ ଘର କ୍ଷତିଗ୍ରସ୍ତ ହୋଇଥିବା ନେଇ ଅଭିଯୋଗ ହୋଇଛି । ହଳଦିଡିହ ଛକରୁ ଜବତ ବାଣ ନିଷ୍କ୍ରିୟ କରିବାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଗ୍ରାମବାସୀ । ପୋଲିସ କାହିିଁକି ଆଗୁଆ ଜଣାଇଲାନାହିଁ ବୋଲି ପଚାରୁଛନ୍ତି ଲୋକେ । ଘଟଣାକୁ ସ୍ୱୀକାର କରି ଅତିରିକ୍ତ ଏସପି କହିଲେ ଯେ ଆଉ ପୁନରାବୃତ୍ତି ହେବନାହିଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking