31.1 C
Bhubaneswar
Friday, March 27, 2026
Homeଓଡିଶା୧୧ଟା ୩୦ ଯାଏଁ ଗୃହ ମୁଲତବୀ

୧୧ଟା ୩୦ ଯାଏଁ ଗୃହ ମୁଲତବୀ

ଭୁବନେଶ୍ୱର : ଦ୍ୱିତୀୟ ପର୍ଯ୍ୟାୟ ବିଧାନସଭା ଅଧିବେଶନର ତୃତୀୟ ଦିନରେ ବି ବିରୋଧୀ ଗୃହକୁ ଚଲାଇ ଦେଇନାହାନ୍ତି । ଫଳରେ ବାଚସ୍ପତି ସୁରମା ପାଢ଼ୀ ଗୃହକୁ ସାଢେ଼ ୧୧ଟା ଯାଏଁ ମୁଲତବୀ ଘୋଷଣା କରିଛନ୍ତି । ଆଜି ଗୃହ କାର୍ଯ୍ୟ ଆରମ୍ଭ ହେଉ ହେଉ ବିରୋଧୀ ବିଜେଡି ଓ କଂଗ୍ରେସ ବିଧାୟକମାନେ ହଟ୍ଟଗୋଳ କରିଥିଲେ । ବିଜେଡି ବିଧାୟକମାନେ ଚିକିଟି ମଦ ମୃତ୍ୟୁ ପ୍ରସଙ୍ଗରେ ହୋହାଲ୍ଲା କରିଥିଲେ । ସେହିଭଳି କଂଗ୍ରେସ ବିଧାୟକମାନେ ଇଡି ପ୍ରସଙ୍ଗରେ ହୋହାଲ୍ଲା କରିଥିଲେ । ବାଚସ୍ପତିଙ୍କ ପୋଡ଼ିୟମ ପାଖକୁ ଆସି ନାରାବାଜି କରିଥିଲେ । ଯାହାକୁ ନେଇ ବାଚସ୍ପତି ଗୃହକୁ ସାଢେ଼ ୧୧ଟା ଯାଏଁ ମୁଲତବୀ ଘୋଷଣା କରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking