କୋରାପୁଟ : କୋରାପୁଟ ସହଦ ଲଣ ନାୟକ ମେଡକାଲ କଲେଜରେ ନଆଁ । ହସ୍ପଟାଲର ମାତୃ ଓ ଶିଶୁ କେନ୍ଦ୍ରରେ ଅଗ୍ନକାଣ୍ଡ । ସର୍ଟସର୍କିଟ୍ ଯୋଗୁଁ ନଆଁ ଲାଗିଥିବା ସୂଚନା । ଅଳ୍ପକେ ବର୍ତ୍ତିଗଲେ ଶିଶୁ ଓ ମାଆ । ଉଦ୍ଧାର କାର୍ଯ୍ୟରେ ଅଗ୍ନିଶମ ବାହିନୀର ଟିମ୍ ନିୟୋଜିତ । ଶିଶୁ ଓ ମାଆଙ୍କୁ ଅନ୍ୟ ବଭାଗକୁ ସ୍ଥାନାନ୍ତର ।










