26.1 C
Bhubaneswar
Thursday, December 18, 2025
Homeଓଡିଶାମୌସୁମୀ ପରେ ଅନ୍ତ୍ୟୋଦୟ ଘର: ମନ୍ତ୍ରୀ

ମୌସୁମୀ ପରେ ଅନ୍ତ୍ୟୋଦୟ ଘର: ମନ୍ତ୍ରୀ

ଭୁବନେଶ୍ୱର: ସବୁ ଯୋଜନାରୁ ବାଦ  ପଡିଥିଲେ  ଅନ୍ତ୍ୟୋଦୟ ଯୋଜନାରେ ମିଳିବ ଘର । ଏନେଇ ସୂଚନା ଦେଇଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ  ରବି ନାଏକ । ପ୍ରଥମ ପଯ୍ୟାୟରେ ପ୍ରାୟ ୬୦ ହଜାର ଘର ଦିଆଯାଇଛି । ତାଲିକା ପ୍ରସ୍ତୁତି ଚାଲିଛି , ୨ ମାସ ଭିତରେ ପ୍ରକ୍ରିୟା ସରିବ ।  ମୌସୁମୀ ପରେ ଦ୍ୱିତୀୟ ପଯ୍ୟାୟ ଘର ବଣ୍ଟନ ହେବ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking