26.1 C
Bhubaneswar
Thursday, December 25, 2025
Homeଖେଳହକି : ୧୬ ନମ୍ବର ଜର୍ମିକୁ ଦିଆଗଲା ଅବସର

ହକି : ୧୬ ନମ୍ବର ଜର୍ମିକୁ ଦିଆଗଲା ଅବସର

ନୂଆଦିଲ୍ଲୀ : ଶ୍ରୀଜେସଙ୍କ ଜର୍ସିକୁ ଦିଆଗଲା ଅବସର। ଜର୍ମି ନମ୍ବର ୧୬ ଏବେ ଅବସର ନେଇଛି କାରଣ ହକିକୁ ବିଦାୟ କହିଛନ୍ତି ଶ୍ରୀଜେସ। ତାଙ୍କ ସମ୍ମାନରେ ତାଙ୍କ ଜର୍ସିକୁ ମଧ୍ୟ ଅବସର ଦିଆଯାଇଛି। ହକି ଇଣ୍ଡିଆ ପକ୍ଷରୁ ଜର୍ସି ନମ୍ୱର ୧୬କୁ ଅବସର ଦିଆଯାଇଛି। ଗୋଲକିପର ଶ୍ରୀଜେଶଙ୍କ ଅବସର ପରେ ତାଙ୍କ ଜର୍ସିକୁ ସ୍ମରଣୀୟ କରିବା ପାଇଁ ବଡ଼ ନିଷ୍ପତ୍ତି ନିଆଯାଇଛି। ପ୍ୟାରିସ୍ ଅଲିମ୍ପିକ୍ସରେ ଶେଷ ଥର ପାଇଁ ମ୍ୟାଚ ଖେଳି ହାତେଇଛନ୍ତି ବ୍ରୋଂଜ ପଦକ। ଆଜି ଦିଲ୍ଲୀରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ୟ୍ୟକ୍ରମରେ ଶ୍ରୀଜେସଙ୍କ ଜର୍ସିକୁ ମଧ୍ୟ ଅବସର ଦିଆଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking