18.1 C
Bhubaneswar
Saturday, December 6, 2025
Homeଓଡିଶାହିଟ୍-ଏଣ୍ଡ-ରନ୍: ୩ ମୃତ

ହିଟ୍-ଏଣ୍ଡ-ରନ୍: ୩ ମୃତ

ନୂଆଦିଲ୍ଲୀ: ରବିବାର ମଧ୍ୟରାତ୍ରିରେ ଏକ ଭୟଙ୍କର ସଡକ ଦୁର୍ଘଟଣା ଘଟିଛି। ସୂଚନା ଅନୁଯାୟୀ,  ସେପ୍ଟେମ୍ବର ୨୯ ତାରିଖ ଦିନ ୧୨ଟା ୫ ସମୟରେ  ଆଉଟର ରିଙ୍ଗ ରୋଡର ମୁକୁନ୍ଦପୁର ଫ୍ଲାଏଓଭର ସଡକ ଦୁର୍ଘଟଣା ଘଟିଛି । ଫଳରେ ତିନି ଜଣଙ୍କ ମୃତ୍ୟୁ ହୋଇଛି । ସ୍ଥାନୀୟ ଲୋକଙ୍କ ଖବର ପାଇ ପୋଲିସ ଘଟମାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିଛି । ପୋଲିସ, କହିବା ଅନୁସାରେ  ଏକ ଦ୍ରୁତଗାମୀରେ ଏକ ଗାଡି ଆସି ବାଇକକୁ ଧକ୍କା ଦେଇଥିଲା । ଫଳରେ ତିନି ଜଣଙ୍କ ମୃତ୍ୟୁ ହୋଇଛି । ପ୍ରତ୍ୟେକ୍ଷଦର୍ଶୀ ଉପସ୍ଥିତ ନଥିବାରୁ  ପୋଲିସ ଏହି ଘଟଣାକୁ  ହିଟ ଏଣ୍ଡ ରନ  ବୋଲି ସନ୍ଦେହ କରାଯାଉଛି । ଫ୍ଲାଏ ଓଭର ନିକଟରେ କୌଣସି  ସିସିଟିଭି କ୍ୟାମେରା  ନଥିଲା । ସଂପୃକ୍ତ ଗାଡିକୁ ଠାବ କରିବା ପାଇଁ  ଆଖପାଖ ରାସ୍ତାର ଫୁଟେଜ ଯାଞ୍ଚ କରାଯାଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking