18.1 C
Bhubaneswar
Monday, January 12, 2026
Homeଓଡିଶାଉପଜିଲ୍ଲାପାଳଙ୍କ ଗାଡିକୁ ଧକ୍କା ଦେଲା ହାଇୱା

ଉପଜିଲ୍ଲାପାଳଙ୍କ ଗାଡିକୁ ଧକ୍କା ଦେଲା ହାଇୱା

ପଦ୍ମପୁର: ପଦ୍ମପୁର ଉପଜିଲ୍ଲାପାଳଙ୍କ ଗାଡିକୁ ଧକ୍କା ଦେଲା ବାଲି ବୋଝେଇ ହାଇୱା । ବେଆଇନ ବାଲି ଚାଲାଣ ଯାଞ୍ଚ ବେଳେ ଉପଜିଲ୍ଲାପାଳଙ୍କ ଗାଡିକୁ ପିଟିଲା ହାଇୱା । ଜଗଦଲପୁର ଥାନା ସରେଇକେଲାରେ ବାଲି ଗାଡିକୁ ଅଟକାଇବା ବେଳେ ଧକ୍କା ଦେଇଛି ହାଇୱା । ଏହି ଦୁର୍ଘଟଣାରେ ଅଳ୍ପକେ ବର୍ତ୍ତିଛନ୍ତି ଉପଜିଲ୍ଲାପାଳ ସ୍ନେହା ଅରଗୁଲା । ଦୁର୍ଘଟଣା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ହାଇୱା ଡ୍ରାଇଭର ଅଟକ ରଖି ପଚରାଉଚରା କରୁଛି । ଅଧିକ ତଥ୍ୟ ପାଇଁ ପୋଲିସର ତଦନ୍ତ ଜାରି ରହିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking