34.8 C
Bhubaneswar
Tuesday, July 15, 2025
Homeଓଡିଶାମୋ ଉପରେ ଅଧିକ ଆଶା, ମୁଁ ଗ୍ରହଣ କରିଛି: ଉପମୁଖ୍ୟମନ୍ତ୍ରୀ

ମୋ ଉପରେ ଅଧିକ ଆଶା, ମୁଁ ଗ୍ରହଣ କରିଛି: ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ସମୀର ମହାନ୍ତିଙ୍କ ପ୍ରତିକ୍ରିୟାରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଉତ୍ତର ରଖିଛନ୍ତି ।  କହିଛନ୍ତି, ଘରର ପରିଶ୍ରମୀ ପିଲା ଉପରେ ଅଧିକ ଆଶା ରହିଥାଏ । କଣ କାମ ହୋଇଛି ନହୋଇଛି  ଲୋକ କହିବେ ।  ଆକ୍ରୋଶ କାହିଁକିି ସମୀର ଦାସଙ୍କୁ ପଚାରନ୍ତୁ ।  ମୋ ଉପରେ ତାଙ୍କର ଅଧିକ ଆଶା ଅଛି, ମୁଁ ଗ୍ରହଣ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking