24.1 C
Bhubaneswar
Monday, February 23, 2026
Homeଓଡିଶାହାଇକୋର୍ଟଙ୍କ ବଡ ନିଷ୍ପତ୍ତି: କଟକରେ ୬ ସୁଉଚ୍ଚ ତୋରଣକୁ ଅନୁମତି

ହାଇକୋର୍ଟଙ୍କ ବଡ ନିଷ୍ପତ୍ତି: କଟକରେ ୬ ସୁଉଚ୍ଚ ତୋରଣକୁ ଅନୁମତି

କଟକ: ଦୁର୍ଗାପୂଜା ପୂର୍ବରୁ ଓଡ଼ିଶା ହାଇକୋର୍ଟ ବଡ ନିଷ୍ପତ୍ତି ନେଇଛନ୍ତି । କଟକରେ ୬ଟି ସ୍ଥାନରେ ତୋରଣ ପାଇଁ ଅନୁମତି ଦିଆଯାଇଛି । ରାଣୀହାଟ, ଚାନ୍ଦିନୀ ଚୌକ, ବାଦାମବାଡି, ଖାନନଗର, ମାଲଗୋଦାମ, ଶିଖରପୁର ପାଇଁ ଅନୁମତି ଦିଆଯାଇଛି ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking