ଭୁବନେଶ୍ୱର : ସାରଦା ନାୟକଙ୍କ ନାଁରେ ଇଭିଏମ ଟାମ୍ପରିଂ ଅଭିଯୋଗ ମାମଲା । ମାମଲାରେ ଉତ୍ତର ରଖିବାକୁ ସାରଦାଙ୍କୁ ହାଇକୋର୍ଟଙ୍କ ନୋଟିସ । ଅଭିଯୋଗ ଆଣିଛନ୍ତି ସ୍ଥାନୀୟ ଭୋଟର ରାଧେଶ୍ୟାମ ଯାଦବ । କୋର୍ଟରେ ସିସିଟିଭି ଫୁଟେଜ, ଫଟୋ ଦର୍ଶାଇଛନ୍ତି ଆବେଦନକାରୀ । ନଭେମ୍ବର ୧୯ରେ ହେବ ମାମଲାର ପରବର୍ତ୍ତୀ ଶୁଣାଣି ।