21.1 C
Bhubaneswar
Monday, December 8, 2025
Homeଓଡିଶାଖଣ୍ଡଗିରି ଫ୍ଲାଏ ଓଭର୍ ବ୍ରିଜରେ ପ୍ରବଳ ଟ୍ରାଫିକ୍ ଜାମ୍

ଖଣ୍ଡଗିରି ଫ୍ଲାଏ ଓଭର୍ ବ୍ରିଜରେ ପ୍ରବଳ ଟ୍ରାଫିକ୍ ଜାମ୍

ଭୁବନେଶ୍ୱର: ଖଣ୍ଡଗିରି ଫ୍ଲାଏ ଓଭର୍ ବ୍ରିଜର ବିପଦସଙ୍କୁଳ ଅବସ୍ଥା ଯୋଗୁଁ ମରାମତି କାର୍ଯ୍ୟ ଚାଲିଛି । ଜାତୀୟ ରାଜପଥ ପ୍ରାଧିକରଣ ଅଗଷ୍ଟ ୨୧ରୁ ସେପ୍ଟେମ୍ବର ୧ ପର୍ଯ୍ୟନ୍ତ ୧୨ ଦିନ ପାଇଁ ଏନଏଚ-୧ ରେ ଟ୍ରାଫିକ୍ ଡାଇଭର୍ସନ କରିଛି । ପୁଲିସ କମିଶନରେଟ ସୂଚନା ଅନୁସାରେ ଭୁବନେଶ୍ୱରରୁ ଖୋର୍ଦ୍ଧା ଅଭିମୁଖେ ଯାଉଥିବା ଗାଡ଼ିଗୁଡ଼ିକ ହୋଟେଲ ଖାରବେଳ ନିକଟସ୍ଥ ସର୍ଭିସ୍ ରୋଡ୍ ଦେଇ ଟିଭିଏସ ଶୋ’ରୁମ ପର୍ଯ୍ୟନ୍ତ ଯାତାୟାତ କରୁଛନ୍ତି । ଏହି ଡାଇଭର୍ସନ ଯୋଗୁଁ ଖଣ୍ଡଗିରି ଛକରେ ପ୍ରବଳ ଟ୍ରାଫିକ୍ ଜାମ୍ ଦେଖାଦେଇଛି, ଯାହା ଯାତ୍ରୀ ଓ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking