27.1 C
Bhubaneswar
Thursday, June 27, 2024
Homeଓଡିଶାରାଜଧାନୀରେ ପ୍ରବଳ ବର୍ଷା

ରାଜଧାନୀରେ ପ୍ରବଳ ବର୍ଷା

ଭୁବନେଶ୍ୱର : ଗରମ ଓ ଗୁଳୁଗୁଳିରେ ଲାଗିଲା ବ୍ରେକ । ଅସହ୍ୟ ତାତିରୁ ରାଜ୍ୟବାସୀଙ୍କୁ ମିଳିଛି ଅସ୍ବସ୍ତି । ଅପରାହ୍ନରେ ରାଜଧାନୀ ଭୁବନେଶ୍ୱରେ ପ୍ରବଳ ବର୍ଷ ହୋଇଛି । ସାମାନ୍ୟ ପବନ ସହ ରାଜଧାନୀର ବିଭିନ୍ନ ଅଂଚଳରେ ବର୍ଷା ଦେଖିବାକୁ ମିଳିଛି । କିଛି ସ୍ଥାନରେ ଏବେ ବି ବର୍ଷା ଲାଗି ରହିଛି । ଗୁଳୁଗୁଳିରେ ଆଉଟୁ-ପାଉଟୁ ହେଉଥିବା ଲୋକଙ୍କୁ ଏହି ବର୍ଷା ଆଶ୍ୱସ୍ତ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking