13.1 C
Bhubaneswar
Sunday, December 7, 2025
Homeଓଡିଶାଲଗାଣ ବର୍ଷା: ଟ୍ରେନ ବାତିଲ

ଲଗାଣ ବର୍ଷା: ଟ୍ରେନ ବାତିଲ

କୋରାପୁଟ: ବର୍ଷାରେ ବେହାଲ କୋରାପୁଟ । କୋରାପୁଟ-କିରୋଣ୍ଡୁଲୁ ଟ୍ରେନ ଚଳାଚଳ ବାତିଲ ହୋଇଛି । ୨ ଦିନ ପାଇଁ ଟ୍ରେନ ଚଳାଚଳ ବାତିଲ ହୋଇଛି । କିଛି ଟ୍ରେନର ଗତିପଥ ମଧ୍ୟ ବଦଳାଯାଇଛି । ସାରା ରାଜ୍ୟରେ ବର୍ଷା ଲାଗି ରହିଛି ।  ଆଜି ୩ ଜିଲ୍ଲା ପାଇଁ ରେଡ୍‌ ଆଲର୍ଟ ଜାରି କରାଯାଇଛି ।  ମାଲକାନଗିରି, ନବରଙ୍ଗପୁର ଓ କୋରାପୁଟ ଜିଲ୍ଲାରେ ଭୀଷଣ ବର୍ଷା ହେବାର ସମ୍ଭାବନା ରହିଛି । ନବରଙ୍ଗପୁର ଜିଲ୍ଲାରେ ଭୀଷଣ ବର୍ଷା ଆଶଙ୍କାରେ ଆଜି ନବରଙ୍ଗପୁର ଜିଲ୍ଲାର ସମସ୍ତ ସରକାରୀ ଓ ବେସରକାରୀ ସମସ୍ତ ବିଦ୍ୟାଳୟକୁ ଛୁଟି ଘୋଷଣା କରିଛନ୍ତି ଜିଲ୍ଲାପାଳ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking