18.1 C
Bhubaneswar
Saturday, December 6, 2025
Homeଓଡିଶାଲଗାଣ ବର୍ଷା: ଝାରସୁଗୁଡାରେ ବୁଡିଲା ରାସ୍ତା

ଲଗାଣ ବର୍ଷା: ଝାରସୁଗୁଡାରେ ବୁଡିଲା ରାସ୍ତା

ଝାରସୁଗୁଡା: ଝାରସୁଗୁଡା ଜିଲ୍ଲାରେ ଲଗାଣ ବର୍ଷା ହେଉଛି । ଲଗାଣ ବର୍ଷାରେ ବୁଡିଲା ରାସ୍ତା ଘାଟ । ଫୁଲିଛି ଜ୍ଲ୍‌ାର ପ୍ରମୁଖ ଇବ୍‌, ଭେଡେନ ଓ ବସୁଦ୍ଧରା ନଦୀ । ବ୍ରଜରାଜନଗର ଲମଟିବାହାଲରୁ ମୁଖ୍ୟ ବଜାର ଟନେଲ ରାସ୍ତାରେ ବର୍ଷା ପାଣି । ଝାରସୁଗୁଡା ପୁରୁଣା ବସଷ୍ଟାଣ୍ଡ ରାସ୍ତା ଉପରେ ବର୍ଷା ପାଣି ପ୍ରବାହିତ ହେଉଛି । ପ୍ରସିଦ୍ଧ ପୀଠ ରାମଚଣ୍ଡୀ ମନ୍ଦିର ଭିତରେ ପଶିଲା ବନ୍ୟା ପାଣି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking