20.1 C
Bhubaneswar
Sunday, December 7, 2025
Homeଓଡିଶାପ୍ରବଳ ବର୍ଷା ସମ୍ଭାବନା: ମାଲକାନଗିରିରେ ୨୮ ଯାଏଁ ଛୁଟି ବାତିଲ

ପ୍ରବଳ ବର୍ଷା ସମ୍ଭାବନା: ମାଲକାନଗିରିରେ ୨୮ ଯାଏଁ ଛୁଟି ବାତିଲ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ୨୮ ଯାଏଁ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ ହୋଇଛି ।  ପ୍ରବଳ ବର୍ଷା ସମ୍ଭାବନାକୁ ଦୃଷ୍ଟିରେ ରଖି ଛୁଟି ବାତିଲ କଲେ ଜିଲ୍ଲାପାଳ । ହେଡ କ୍ୱାର୍ଟର୍ସ ନ ଛାଡିବା ପାଇଁ ସରକାରୀ କର୍ମଚାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଜିଲ୍ଲାପଳଙ୍କ ଅନୁମତି ବିନା ମୁଖ୍ୟାଳୟ ନଛାଡିବା ପାଇଁ ନିର୍ଦ୍ଦେଶନାମା ଦିଆଯାଇଛି । ନିର୍ଦ୍ଦେଶନାମାକୁ ଅବମାନନା କଲେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ କହିଛନ୍ତି ଜିଲ୍ଲାପାଳ ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking