18.1 C
Bhubaneswar
Saturday, December 6, 2025
Homeଦେଶ ବିଦେଶହାଇଦ୍ରାବାଦରେ ପ୍ରବଳ ବର୍ଷା

ହାଇଦ୍ରାବାଦରେ ପ୍ରବଳ ବର୍ଷା

ନୂଆଦିଲ୍ଲୀ: ସେପ୍ଟେମ୍ବର ୨୭ ତାରିଖରେ  ହାଇଦ୍ରାବାଦରେ ପ୍ରବଳ ବର୍ଷା ସମ୍ଭାବନା ସାଧାରଣ ଜନଜୀବନକୁ ପ୍ରଭାବିତ କରିଛି ।  ମୁଷଳ ଧାରାରେ ବର୍ଷା ପରେ  ସହରର ଜୀବନ ରେଖା କୁହାଯାଉଥିବା ମୁସି ନଦୀ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି । ବିଭିନ୍ନ ପ୍ରମୁଖ ନଦୀଗୁଡିକର ଜଳସ୍ତର ବୃଦ୍ଧି ପାଇଛି । ସତର୍କତା ମୂଳକ ପଦକ୍ଷେପ ସ୍ୱରୁପ ପ୍ରଶାସନ ପକ୍ଷରୁ  ହଜାର ହଜାର ଲୋକଙ୍କୁ  ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । ପ୍ରଭାବିତ ପରିବାରକୁ ଖାଦ୍ୟ ଓ ଅତ୍ୟାବଶ୍ୟକୀୟ ସାମଗ୍ରୀ ଯୋଗାଇ ଦିଆଯାଉଛି । ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ  ରେୱନ୍ତ ରେଡ୍ଡୀ  ପରିସ୍ଥତି ଉପରେ ସମୀକ୍ଷା କରିବା ସହ ମୁକାବିଲା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking