20.1 C
Bhubaneswar
Thursday, December 26, 2024
Homeଓଡିଶାଆସନ୍ତା ୨୩ରୁ ପ୍ରବଳ ବର୍ଷା

ଆସନ୍ତା ୨୩ରୁ ପ୍ରବଳ ବର୍ଷା

ଭୁବନେଶ୍ୱର: ଆସନ୍ତା ୨୩ , ୨୪ ଓ ୨୫ ରେ ପ୍ରବଳ ବର୍ଷା । ଉପକୂଳ ଓଡିଶା ସହ ଆଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷା ହେବ । ଆସନ୍ତା ୨୦ ରେ ଆଣ୍ଡାମାନ ସାଗରରେ ଘୁର୍ଣ୍ଣିବଳୟ ହେବାର ସମ୍ଭାବନା ରହିଛି । ଏ ପର୍ଯ୍ୟନ୍ତ ବାତ୍ୟା ନେଇ କୌଣସି ଆକଳନ କରାଯାଇ ନାହିଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking