27.1 C
Bhubaneswar
Sunday, June 22, 2025
Homeଓଡିଶାଆଗାମୀ ତିନି ଦିନ ଯାଏଁ ପ୍ରବଳ ବର୍ଷା!

ଆଗାମୀ ତିନି ଦିନ ଯାଏଁ ପ୍ରବଳ ବର୍ଷା!

ଭୁବନେଶ୍ୱର: ଓଡିଶାରେ ଆଗାମୀ ତିନି ଦିନ ଯାଏଁ  ପ୍ରବଳ ବର୍ଷା ହେବ । ଏନେଇ  ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରିଛି ।  ବଙ୍ଗୋପସାଗରରେ ସୃଷ୍ଟି ଏକ  ଘୁଣ୍ଣି ବଳୟ ଏବଂ ମୋସୁମୀ ପବନ ପ୍ରଭାବରେ  ରାଜ୍ୟ ବିଭିନ୍ନ ଜିଲ୍ଲାରେ ବିଜୁଳି ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି ।  ଆଞ୍ଚଳିକ   ପାଣିପାଗ  କେନ୍ଦ୍ର ଅନୁସାରେ,   ଅନୁଗୁଳ, କେନ୍ଦୁଝର  ମୟୁରଭଞ୍ଜ, ବାଲେଶ୍ୱର ଏବଂ ଭଦ୍ରକ  ଜିଲାରେ  ଆଗାମୀ ୨୪ ଘଣ୍ଟା ଯାଏଁ   ପ୍ରବଳ ବର୍ଷା ନେଇ ଅରେଞ୍ଜ  ଆଲର୍ଟ  ଜାରି କରାଯାଇଛି ।  କେତେକ ସ୍ଥାନରେ ଘଣ୍ଟାପ୍ରତି  ୪୦ରୁ ୬୦ କିଲୋମିଟର  ବେଗରେ ପବନ ସହ ଝଡ ବର୍ଷା  ହେବାର ସମ୍ଭାବନା ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking