19.1 C
Bhubaneswar
Sunday, February 8, 2026
Homeଓଡିଶାଲଗାଣ ବର୍ଷା: ଯୋଗାଯୋଗ ବିଚ୍ଛିନ୍ନ

ଲଗାଣ ବର୍ଷା: ଯୋଗାଯୋଗ ବିଚ୍ଛିନ୍ନ

କୋରାପୁଟ: ଲଗାଣ ବର୍ଷା ଯୋଗୁଁ କୋରାପୁଟ ଦଶମନ୍ତପୁର ବ୍ଲକକୁ  ଯୋଗାଯୋଗ ବିଚ୍ଚିନ୍ନ ହୋଇଛି । ଯବାନ ଗାର୍ଡ ପୋଲ ନିର୍ମାଣ ନିକଟରେ ଡାଇଭର୍ସନ ଦିଆଯାଇଥିବା ଲାଗି  ରାସ୍ତା ଖାଇଯିବାରୁ ଉଭୟ ପାଶ୍ୱର୍ରେ ଗାଡି ମୋଟର ଅଟକି ରହିଥିଲା । ଏବଂ ଦୁଇ ଚକିଆଯାନ ଯିବା ଆସିବା କରିବା ବେଳେ ଚାରି ଚକିଆ ଯାନା ଅଟକି ରହିଛି । ଦଶମନ୍ତପୁର ଆଇଆଇସି ସୁକମା ହାଂସଦା ଉପସ୍ଥିତ  ରହିଥିବା ନେଇ ଦେଖିବାକୁ ମିଳିଛି । ବର୍ତ୍ତମାନ ଏକ ଜେସିବିରେ କାମ ଚାଲିଥିବା ବେଳେ ତାହା  ରହିବ କି ନାହିଁ  ଏନେଇ ସ୍ପଷ୍ଟ ହୋଇନାହିଁ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking