16.1 C
Bhubaneswar
Sunday, December 7, 2025
Homeଓଡିଶାପ୍ରବଳ ବର୍ଷା: ଆଜି ମାଲକାନଗିରିର ସମସ୍ତ ସ୍କୁଲ ଓ ଅଙ୍ଗନବାଡି କେନ୍ଦ୍ର ଛୁଟି

ପ୍ରବଳ ବର୍ଷା: ଆଜି ମାଲକାନଗିରିର ସମସ୍ତ ସ୍କୁଲ ଓ ଅଙ୍ଗନବାଡି କେନ୍ଦ୍ର ଛୁଟି

ମାଲକାନଗିରି: ବର୍ଷାରେ ବେହାଲ ମାଲକାନଗିରି । ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ଆଜି ଜିଲ୍ଲାର ସମସ୍ତ ସ୍କୁଲ ଓ ଅଙ୍ଗନବାଡି କେନ୍ଦ୍ରକୁ ଛୁଟି ରଖାଯାଇଛି । ଏ ନେଇ ଛୁଟି ଘୋଷଣା କରିଛନ୍ତି ଜିଲ୍ଲପାଳ । ମାଲକାନଗିରି ଦେଇ ଯାଇଥିବା ଜାତୀୟ ରାଜପଥରେ ଜମିଛି ପାଣି । ଡ୍ରେନେଜ ବ୍ୟବସ୍ଥା ନଥିବାରୁ ଏପରି ସ୍ଥିତି ଉପୁଜିଥିବାବେଳେ ଦୋକାନୀ ଓ ସ୍ଥାନୀୟ ଲୋକେ ନିଜ ଦୋକାନ ଏବଂ ଘରୁ ପାଣି ବାହାର କରିବାରେ ଲାଗିପଡିଛନ୍ତି। ପ୍ରଶାସନ ପକ୍ଷରୁ ମଧ୍ୟ ପାଣି ବାହାର କରିବା ପାଇଁ ପଦକ୍ଷେପ ନିଆଯାଉଥିବା ଦେଖିବାକୁ ମିଳିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking