ନୂଆଦିଲ୍ଲୀ : ରାହୁଲ ଗାନ୍ଧିଙ୍କ ଆଚରଣକୁ ନେଇ ମନମୋହନ ସାମଲଙ୍କ ପ୍ରତିକ୍ରିୟା ରହିଛି । ରାହୁଲ ଗାନ୍ଧିଙ୍କ ଆଚରଣକୁ ପୂରା ଦେଶ ଦୃଢ ନିନ୍ଦା କରୁଛି । ଗଣତନ୍ତ୍ରରେ ଗୁଣ୍ଡାଗର୍ଦ୍ଦିର ସ୍ଥାନ ନାହିଁ । ଏହି ଘଟଣା ସମ୍ପୂର୍ଣ ଭାବେ ନିନ୍ଦନୀୟ । ସାଂସଦ ହେଲେ ମଧ୍ୟ ଆଚରଣ , ଉଚ୍ଚାରଣ , ସ୍ୱାଭାବରେ ପରିବର୍ତ୍ତନ ଆବଶ୍ୟକ । ମାନସିକ ସନ୍ତୁଳନ ହରାଇଥିବା ବ୍ୟକ୍ତି ହିଁ ଏଭଲି ଆଚରଣ କରିପାରେ । ୫୬ ବର୍ଷ ଶାସନ ପରେ କ୍ଷମତାଶୂନ୍ୟକୁ ଗ୍ରହଣ କରିପାରୁନି କଂଗ୍ରେସ ।