26.8 C
Bhubaneswar
Monday, April 6, 2026
Homeଓଡିଶାବିଧାନସଭା ପ୍ରଶ୍ନକାଳ ଆରମ୍ଭରୁ ହଙ୍ଗାମା ; ୧୧ଟା ୩୦ ଯାଏଁ ଗୃହ ମୁଲତବି

ବିଧାନସଭା ପ୍ରଶ୍ନକାଳ ଆରମ୍ଭରୁ ହଙ୍ଗାମା ; ୧୧ଟା ୩୦ ଯାଏଁ ଗୃହ ମୁଲତବି

ଭୁବନେଶ୍ୱର : ବିଧାନସଭାରେ ଆଜି ଦ୍ୱିତୀୟ ଦିନ ଅଧିବେଶନ ଆରମ୍ଭ ହୋଇଥିଲା । ବିଧାନସଭା ଆରମ୍ଭରୁ ବିରୋଧୀ ସଦସ୍ୟଙ୍କ ପ୍ରବଳ ହଟ୍ଟଗୋଳ ଦେଖିବାକୁ ମିଳିଥିଲା । ବାଚସ୍ପତିଙ୍କ ପୋଡିୟମ ନିକଟରେ କଂଗ୍ରେସ ଓ ବିଜେଡିର ହୋହଲ୍ଲା । ଚିକିଟି ମଦ ମୃତ୍ୟୁର ଆରଡିସି ସ୍ତରୀୟ ତଦନ୍ତ ଦାବି କଲା ବିଜେଡି । ଜନଜାତି ସୁରକ୍ଷା ଦାବି କରି କଂଗ୍ରେସ ବିଧାୟକଙ୍କ ହଟ୍ଟଗୋଳ । ଗୃହକୁ ୧୧ଟା ୩୦ ଯାଏଁ ଗୃହ ମୁଲତବି ଘୋଷଣା କଲେ ବାଚସ୍ପତି ସୁରମା ପାଢୀ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking