17.1 C
Bhubaneswar
Wednesday, February 4, 2026
Homeଓଡିଶାହଂସିତା -ଅନିଲଙ୍କୁ  ଆୟକର ବିଭାଗର ପକ୍ଷରୁ ଜେରା

ହଂସିତା -ଅନିଲଙ୍କୁ  ଆୟକର ବିଭାଗର ପକ୍ଷରୁ ଜେରା

ଭୁବନେଶ୍ବର: ଝାରପଡ଼ା ଜେଲରେ ହାଇପ୍ରୋଫାଇଲ୍ ଠକ ଯୋଡ଼ି ହଂସିତା -ଅନିଲଙ୍କୁ  ଆୟକର ବିଭାଗର ପକ୍ଷରୁ ଜେରା କରାଯାଉଥିବାର ସୂଚନା ରହିଛି। ବେନାମୀ ସମ୍ପତ୍ତି ନେଇ ଆୟକର ବିଭାଗର ଜେରା ଚାଲିଛି। ଆୟକର ବିଭାଗର ଦୁଇଟି ଟିମ୍ ଝାରପଡ଼ା ଜେଲରେ ପହଞ୍ଚି ଉଭୟଙ୍କୁ ଜେରା କରୁଛନ୍ତି। ଆୟକର ବିଭାଗ ହଂସିତା ମାମଲାରେ ପାଖାପାଖି ୧୬ଟି ସ୍ଥାନରେ ଚଢଉ କରିବା ସହ ଶହେ କୋଟିରୁ ଉର୍ଦ୍ଧ ସମ୍ପତ୍ତି ଠାବ କରିଥିଲା।  ଏହାରି ଭିତରେ ୫୮କୋଟି ଟଙ୍କାର ବେନାମୀ ସମ୍ପତ୍ତିର ପ୍ରମାଣ ବି ମିଳିଥିଲା ଆୟକର ବିଭାଗକୁ। ଯେଉଁଥିରେ ୧୭ କୋଟି ଟଙ୍କା ଏକାଧିକ ବିଲଡରଙ୍କ ପାଖରେ ରହିଥିବା ମିଳିଛି ପ୍ରମାଣ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking