14.1 C
Bhubaneswar
Sunday, December 7, 2025
Homeଓଡିଶାଅର୍ଦ୍ଧଦଗ୍ଧ ନାବାଳିକା ବୁର୍ଲା ରେଫର୍‌

ଅର୍ଦ୍ଧଦଗ୍ଧ ନାବାଳିକା ବୁର୍ଲା ରେଫର୍‌

ବରଗଡ: ବରଗଡ ଅର୍ଦ୍ଧଦଗ୍ଧ ନାବାଳିକା ବୁର୍ଲା ମାଡିକାଲ ସ୍ଥାନାନ୍ତର କରାଯାଇଛି । ସଙ୍କଟାପନ୍ନ ଅବସ୍ଥାରେ ଅମ୍ବୁଲେନ୍ସରେ ବୁର୍ଲା ସ୍ଥାନାନ୍ତର କରାଯାଇଛି । ବୁର୍ଲା ମେଡିକାଲରେ ପହଞ୍ଚିଲେ ନାବାଳିକା । ପହଞ୍ଚିବା ପରେ ଚିକିତ୍ସା ପାଇଁ ଡାକ୍ତରୀ ଟିମ୍ ପ୍ରସ୍ତୁତ ଅଛନ୍ତି । ସ୍ୱତନ୍ତ୍ର ଟିମ୍ ଦ୍ୱାରା ନାବାଳିକାଙ୍କ ଚିକିତ୍ସା ଜାରି ରହିଛି । ଅଧିକ ତଥ୍ୟ ପାଇଁ ତଦନ୍ତ ଚଲାଛି । ଚିକିତ୍ସା ପରେ ନାବାଳିକାଙ୍କ ସ୍ୱାସ୍ଥ୍ୟ ସମ୍ପର୍କ ସୂଚନା ମିଳିପାରିବ ।

ପେଟ୍ରୋଲ ଢାଳି ନାବାଳିକାର ଆତ୍ମହତ୍ୟା ଉଦ୍ୟମ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking